ଟାଙ୍କା ମାରିବା

  • ଦେ. କ୍ରି — ଚିରି ଯାଇଥିବା ଲୁଗା ବା କନାର ଦୁଇ ଅଂଶକୁ ଯୋଡ଼ି ମୋଟ ବା ଦୁଇ ଛାଡ଼ିଆ କରି ସିଲାଇ କରିବା।