ଟାଙ୍କି ହେବା Ṭāṅki hebā

  • ଦେ. କ୍ରି — କସି ହେବା — To sit tight (said of tight clothes)
  • ଦେ. କ୍ରି — (ଯଥା—ଏ କୁର୍ତ୍ତାଟା ମୋ ଦିହକୁ ଟାଙ୍କି ହେଉଛି।)
  • ଦେ. କ୍ରି — ଟାଙ୍ଗି ହେବା; ଉକୁଚି ହେବା — To be suspended