ଟଟ୍ଟରୀ Ṭaṭṭarī

  • ସଂ. ବି. — ଢାଉଁ ଢାଉଁ; ଢୋଲର ଶବ୍ଦ (ହି.ଶବ୍ଦସାଗର) — The sound of drum-beating
  • ସଂ. ବି. — ବାଲିଙ୍ଗି; ବାଗାଡ଼ମ୍ବର (ହି. ଶବ୍ଦସାଗର) — Boast; bombast
  • ସଂ. ବି. — ଥଟ୍ଟା (ହି. ଶବ୍ଦସାଗର) — Joke