ଟଟ୍ଟଟ୍ Ṭaṭ-ṭaṭ

  • ଦେ. ଅ. (ଧ୍ୱନ୍ୟନୁକରଣ) — ଅବ୍ୟକ୍ତ 'ଟଟ୍' (ଜିଭ ଓ ତାଳୁ ଦ୍ୱାରା ଉତ୍ପନ୍ନ) ଶବ୍ଦ; ପଶୁଆଦୁଙ୍କୁ ଚାଳନା କରିବା ନିମନ୍ତେ ପାଟିରେ ଉଚ୍ଚାରିତ ହେବା ଟାକରା — The sound 'Ṭaṭ' made by the tongue taken back to the palate while driving cattle