ଟଟ୍ଟି Ṭaṭṭi

  • ଦେ. ବି. (ସଂ. ତଟୀ= ନଈ ଆଦିର କୂଳ; ହି. ରୁ ଅନୁକୃତ) — ମଳ ମୂତ୍ର ତ୍ୟାଗ କରିବା ନିମନ୍ତେ ତାଟି ବନ୍ଧା ବା ଘେରା ସ୍ଥାନ; ପାଇଖାନା — Latrine