ଟଟ୍ଟୁ Ṭaṭṭu

  • ଦେ. ବି. (ହି.ରୁ ଅନୁକୃତ) ଦୃଢ଼କାୟ, ସହିଷ୍ଣୁ ଏବଂ ଛୋଟ ଘୋଡ଼ା; ତଟ୍ଟୁ; ଅନାଦରପାଳିତ ଛୋଟ ଘୋଡ଼ା; ଦଳଖିଆ ଘୋଡ଼ା — A tat; a pony; a nag