ଝଡ଼ାଝଡ଼ି Jhaṟḍ̠ā-jhaṟḍ̠i

  • ଦେ. ବି. — ଅନେକ ଥର ଝାଡ଼ିବା କର୍ମ — Repeated jerkings
  • ଦେ. ବି. — ପରସ୍ପର ଦେହରୁ ଧୂଳି ଝାଡ଼ିବା କର୍ମ — Cleaning each other's body of dust
  • ଦେ. ବି. — ବହୁବାର ଘରର ତଳ, କାନ୍ଥ ଓ ଚାଳ ଓ ଘରେ ଥିବା ଜିନିସପତ୍ରକୁ ଝାଡ଼ିବା ବା ଝାଡ଼ୁଦ୍ୱାରା ସାଫି କରିବା — Repeated cleaning of the floor, walls and articles of a house
  • ଦେ. ବି. — ଜିନିଷପତ୍ର ପାତ୍ର ବା ଅଖାରୁ ନେଇ ଯିବା ପରେ ତହିଁରେ ବାକି ରହିଯିବା ଛୋଟ ଖଣ୍ଡ ଓ ଧୂଳି — Refuse matter left in a bag or pot after it is emptied
  • ଦେ. ବି. — ଝାଡ଼ଫୁଙ୍କ (ଦେଖ) — Jhāṟḍ̠a-phuṅka (See)