ଝଡ଼ି Jhaṟḍ̠i

  • ଦେ. ବି — ଝଡ଼ (ଦେଖ) — Jhaṟḍ̠a (See)
  • ଦେ. ବି — ନମାନେ ନଭ ମାସ ନିଶା ଝଡ଼—କବିସୂର୍ଯ୍ୟ, ସଙ୍ଗୀତ।
  • ପ୍ରାଦେ. (ଗଡ଼ଜାତ) ବି — ତାସା — A drum
  • ପ୍ରାଦେ. (ଗଡ଼ଜାତ) ବି — ଧସା ନାଗରା ନଉବତ ଝଡ଼ି ତେଲଙ୍ଗି ବାଜା ଚାଙ୍ଗୁ ଗୁଡ଼ୁଗୁଡ଼ି—ବ୍ରଜନାଥ, ସମରତରଙ୍ଗ।