ଝଡ଼ା ମହୁର Jhaṟḍ̠ā mahura

  • ଦେ. ବି — ଯେଉଁ ମହୁର ତିଅଣରୁ ମାଛକଣ୍ଟା କଢ଼ା ହୋଇଥାଏ — A stew or hotchpotch (curry) from which the bones of the fish have been carefully removed before it is served to guests
  • ଦେ. ବି — ଝଡ଼ା ମହୁରେ କଲି ଖଡ଼ା ରନ୍ଧନ କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ—ଯଦୁମଣି, ରହସ୍ୟବଚନ।
  • ଦେ. ବି — [ଦ୍ର—ମାଛ ଓ ପରିବା ଏକତ୍ର ଘଣ୍ଟା ହୋଇ ମହୁର ତିଆରି ହୁଏ ଓ କେବଳ ମାଛରେ ବଟା ସୋରିଷ ମିଶାଯାଇ ବେଶର ତିଆରି ହୁଏ। ଖାଇବା ସମୟରେ ଖାଇବା ବ୍ଯକ୍ତି ଉକ୍ତ ମହୁର ବା ବେଶରରୁ ମାଛ କଣ୍ଟାକୁ କାଢ଼ି ଖାଇବା କଷ୍ଟ ଓ ଅସୁବିଧାଜନକ ହୁଏ, ଏଥିପାଇଁ ଆଗରୁ ବନ୍ଧା ହେବା ମାଛରୁ କଣ୍ଟାଗୁଡ଼ିକ ଝାଡ଼ି ଦେଇଥିଲେ ଖାଇବା ଲୋକ ଉକ୍ତ ଝଡ଼ା ମହୁର ବା ବେଶରକୁ ଆନନ୍ଦସହକାରେ ଖାଏ।]