ଝଡ଼ି ପଡ଼ିବା Jhaṟḍ̠i paṟḍ̠ibā

  • ଦେ. କ୍ରି — ସ୍ୱସ୍ଥାନରୁ ଚ୍ୟୁତ ହୋଇ ତଳକୁ ଖସି ପଡ଼ିବା — To fall down; to drop down
  • ଦେ. କ୍ରି — ସେ ଦୁହିଁଙ୍କ ଦେହ ଘର୍ଷଣୁ ଅନଳ ଜାତ ହୋଇ ଝଡ଼ି ପଡ଼ିଲା ମହୀତଳ—କୃଷ୍ଣସିଂହ, ମହାଭାରତ, ବନ।