ଝୁଲିବା Jhulibā

  • ଦେ. କ୍ରି. (ସଂ. ଦୁଳ ଧାତୁ) — ତଳକୁ ଲମ୍ବି ଦୋହଲିବା — To swing down
  • ଦେ. କ୍ରି. (ସଂ. ଦୁଳ ଧାତୁ) — ଲଟକିବା — To be suspended
  • ଦେ. କ୍ରି. (ସଂ. ଦୁଳ ଧାତୁ) — ତାଙ୍କରି ଦାୟାଦ ହୋଇ କିହେ ବୀରେ ଝୁଲୁଥିବ କାହା ପଣତ କାନିରେ। ରାଧାନାଥ, ଦରବାର।
  • ଦେ. କ୍ରି. (ସଂ. ଦୁଳ ଧାତୁ) — ଓହୋଳିପଡ଼ିବା — To dangle loosely
  • ଦେ. କ୍ରି. (ସଂ. ଦୁଳ ଧାତୁ) — ଫାସି ଲଟକାଇ ହେବା; ଫାସି ଘେନିବା — To hang oneself
  • ଦେ. କ୍ରି. (ସଂ. ଦୁଳ ଧାତୁ) — ଢଳିବା; ଇତସ୍ତତଃ ଦୋଳାୟମାନ ହେବା — To oscillate; to rock to and fro; to swing
  • ଦେ. କ୍ରି. (ସଂ. ଦୁଳ ଧାତୁ) — ଝୁଲି ଝୁଲି ଚାଲୁ ମୋଦେ ମଦେ—କବିସୂର୍ଯ୍ୟ, କବିତା।
  • ଦେ. କ୍ରି. (ସଂ. ଦୁଳ ଧାତୁ) — [ଦ୍ର—ଏହି କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ।]