ଝୁଳି Jhūḻi

  • ସଂ. ବି — ଏକଜାତୀୟ ଗୁବାକ — A kind of betel-nut (Apte)
  • ସଂ. ବି — ଅମଙ୍ଗଳସୂଚକ ଶୂନ୍ଯ ଶବ୍ଦ — A voice from heaven boding ill luck (Apte)
  • ସଂ. ବି — ଅଶୁଭ ଶକୂନ — An evil omen (Apte)
  • ସଂ. ବି — ଝାଡ଼ ଜଙ୍ଗଲ; ବୁଦାଳିଆ ବଣ — Thicket (Apte)