ଝୁଲି Jhuli
- ଦେ. ବି. (ସଂ. ଦୁଳ ଧାତୁ; ବେକରେ ଏହା ଝୁଲୁଥିବା (ହେତୁ) — ବୈଷ୍ଣବମାନଙ୍କର ମାଳି ଜପିବାର ମୁଣି; କୋଥଲି — Satchel; a wallet containing rosary
- ଦେ. ବି. (ସଂ. ଦୁଳ ଧାତୁ; ବେକରେ ଏହା ଝୁଲୁଥିବା (ହେତୁ) — [ଦ୍ର— ଏଥିରେ ଜପମାଳି ଓ ତିଲକଆଦି ଥାଏ।]
- ଦେ. ବି. (ସଂ. ଦୁଳ ଧାତୁ; ବେକରେ ଏହା ଝୁଲୁଥିବା (ହେତୁ) — ମୁଣ୍ଡା; ମୁଣି — A pouch; a wallet
- ଦେ. ବି. (ସଂ. ଦୁଳ ଧାତୁ; ବେକରେ ଏହା ଝୁଲୁଥିବା (ହେତୁ) — ଭିକ୍ଷୁକର ମୁଣି — Beggar's wallet
- ପ୍ରାଦେ. (ସମ୍ବଲପୁର) ବି — ଡବଲ ଅହ୍ୟା; ଦୁଇଧାଡ଼ି ହାଣ୍ଡି ବସିବା ଅହ୍ୟା ବା ଲମ୍ବଚୁଲି — A long oven on which 2 rows of pots can be set at a time
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର— ଖନ୍ଦାରେ ଧାଡ଼ିଏ ମାତ୍ର ହାଣ୍ଡି ବସେ।]
- ପ୍ରାଦେ. (ସମ୍ବଲପୁର) ବି — ଝିପା (ଦେଖ) — Jhipā (See)