ଝୁଲାଇବା Jhulāibā

  • ଦେ. କ୍ରି — 'ଝୁଲିବାର' ଣିଜନ୍ତରୂପ — Causative from of Jhulibā
  • ଦେ. କ୍ରି — ଝୁଲାଇ ନ ଦେଲି ରସକଳ୍ପବଲ୍ଲୀ ଉରୁମୂଳସ୍ଥଳ। କବିସୂର୍ଯ୍ୟ, ରତ୍ନାକରଚମ୍ପୂ।