ଝିଲକିବା Jhilakibā

  • ଦେ. କ୍ରି.—(ସଂ. ଧୀର) — (ପବନ) ଧୀରେ ବହିବା — (wind) To blow slowly
  • ଦେ. କ୍ରି.—(ସଂ. ଧୀର) — ପଛପଟରୁ ପବନ ଟିକିଏ ଝିଲକି ଦେଲା। ଫକୀରମୋହନ, ଗଳ୍ପସ୍ୱଳ୍ପ।