ଝିଲକେଇବା Jhilakeibā

  • ଦେ. କ୍ରି. — (ପବନ) ଧୀରେ ଧୀରେ ବହିବା — (wind) To blow slowly
  • ଦେ. କ୍ରି. — ସିଲିସିଲି ପବନ ଝିଲକେଇଲା। ଫକୀରମୋହନ, ଗଳ୍ପସ୍ୱଳ୍ପ।