ଝିମ୍ଝିମ୍ ହେବା Jhim-jhim hebā

  • ଦେ. ବି. (ଅନୁଭୂତିର କାଳ୍ପନିକ ଅନୁକରଣ ଶବ୍ଦ) — ଝାଇଁ ଝାଇଁ (ଦେଖ) — Jhāiñ jhāiñ (See)
  • ଦେ. ବି. (ଅନୁଭୂତିର କାଳ୍ପନିକ ଅନୁକରଣ ଶବ୍ଦ) — ଅନଶନାଦିଜନିତ ଦୁର୍ବଳତା ବୋଧ — A tingling or creeping sensation due to sheer weakness and fasting