ଝିଲିକନା Jhili-kanā

  • ଦେ. ବି. — ମଝିରେ ଛିଦ୍ରଯୁକ୍ତ କନା, ଯାହା ମଧ୍ୟରେ ବଟା ବିରିକୁ ପୂରାଇ ନିଆଁ କରେଇରେ ଅଜାଡ଼ିଲେ ଝିଲି ଓ ଜିଲିପି ତିଆରି ହୁଏ — A piece of rag with a hole in the centre through which liquid-paste is poured into the frying pan to prepare spiral jhili