ଝାଞ୍ଜି Jhān̄ji

  • ଦେ. ବି [ସଂ. ଧ୍ମା ଧାତୁ (ଅଗ୍ନି ସଂଯୋଗ) କିମ୍ବା ଜର୍ଜର] — ଗରମ; ଉତ୍ତାପ; ତାତି; ସନ୍ତାପ — Heat; excessive heat
  • ଦେ. ବି [ସଂ. ଧ୍ମା ଧାତୁ (ଅଗ୍ନି ସଂଯୋଗ) କିମ୍ବା ଜର୍ଜର] — ଝଷଧ୍ୱଜ ପୀଡ଼ା ଝାଞ୍ଜି ତାତିରୁ—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଝ ଗୀତ।
  • ଦେ. ବି [ସଂ. ଧ୍ମା ଧାତୁ (ଅଗ୍ନି ସଂଯୋଗ) କିମ୍ବା ଜର୍ଜର] — (ସଂ. ଜର୍ଜର=ଶୈବାଳ) ବୋରଝାଞ୍ଜି ନାମକ ଭାସମାନ ଦଳବିଶେଷ — A kind of aquatic broad-and-thick-leaved plant floating on water
  • ଦେ. ବି [ସଂ. ଧ୍ମା ଧାତୁ (ଅଗ୍ନି ସଂଯୋଗ) କିମ୍ବା ଜର୍ଜର] — [ଦ୍ର—ଏଥିର ପତ୍ର ଗୋଲ, ଗୋଲାପଫୁଲର ପାଖୁଡ଼ାପରି; ଚେର ସରୁସରୁ, ଫୁଲ ନାହିଁ; ଏହା ପବନଦ୍ୱାରା ଜଳାଶୟର ଏପାଖ ସେପାଖକୁ ତଡ଼ି ହୋଇ ଯାଇ ଭାସୁଥାଏ।]
  • ଦେ. ବି [ସଂ. ଧ୍ମା ଧାତୁ (ଅଗ୍ନି ସଂଯୋଗ) କିମ୍ବା ଜର୍ଜର] — ଆତାପତାପିତ ବାୟୁ; ତପ୍ତ ବାୟୁ; ଲୁ; ତବତି — Hot waves of air; heat-waves
  • ଦେ. ବି [ସଂ. ଧ୍ମା ଧାତୁ (ଅଗ୍ନି ସଂଯୋଗ) କିମ୍ବା ଜର୍ଜର] — (ଯଥା—ବୈଶାଖମାସ ଦୁଇପହରବେଳେ ଖୁବ୍ ଝାଞ୍ଜି ପିଟୁଚି।)
  • ଦେ. ବିଣ — ଅସହ୍ୟ ତାପଯୁକ୍ତ — Unbearably hot
  • ଦେ. ବିଣ — ଉତ୍ତପ୍ତ — Heated