ଝାଞ୍ଜ Jhān̄ja

  • ଦେ. ବି (ସଂ. ଝର୍ଝର) — କଂସାମିଶା ପିତଳର ବୃହଦାକାର ଓ ପତଳା କରତାଳ — Thin and wide cymbals of brass mixed with bell-metal
  • ଦେ. ବି (ସଂ. ଝର୍ଝର) — [ଦ୍ର—ଏହା ଦେବାଳୟାଦିରେ ମୃଦଙ୍ଗ ବାଦ୍ୟ ସଙ୍ଗେ ଓ ସଂକୀର୍ତ୍ତନରେ ବଜାଯାଏ।]