ଝାଞ୍ଜରିବା Jhān̄jaribā

  • ଦେ. କ୍ରି (ସଂ. ଜର୍ଜର) — କୌଣସି ପଦାର୍ଥକୁ (ପୋକଆଦି ଖାଇ) ବହୁ ଛିଦ୍ରଯୁକ୍ତ କରିବା — To bore innumberable holes into a thing (e.g. insects eating into a book or wood)