ଝାଞ୍ଜ ପେଲିବା Jhān̄ja pelibā

  • ଦେ. କ୍ରି — ଝାଞ୍ଜ ବଜାଇବା — To strike or sound cymbals
  • ଦେ. କ୍ରି — ଅରୁଣ ପରାଏ ତହୁଁ ପେଲୁଅଛି ଝାଞ୍ଜ— ପ୍ରାଚୀ, ବ୍ରହ୍ମନିରୂପଣଗୀତା।