ଝାଏଁଜ୍ Jhāenj
- ପ୍ରାଦେ. (ସମ୍ବଲପୁର) ବି.—(ସଂ. ଝର୍ଝରୀ) — ଝାଞ୍ଜ — Cymbals
- ପ୍ରାଦେ. (ସମ୍ବଲପୁର) ବି.—(ସଂ. ଝର୍ଝରୀ) — (ସଂ. ଧ୍ମା ଧାତୁ=ଅଗ୍ନିସଂଯୋଜକ) ଝାଞ୍ଜି; ଖରା — The blaze of sun's rays
- ପ୍ରାଦେ. (ସମ୍ବଲପୁର) ବି.—(ସଂ. ଝର୍ଝରୀ) — ତାତି — Warmth; heat
- ପ୍ରାଦେ. (ସମ୍ବଲପୁର) ବି.—(ସଂ. ଝର୍ଝରୀ) — ଅଂଶୁ; କିରଣ — Ray
- ପ୍ରାଦେ. (ସମ୍ବଲପୁର) ବି.—(ସଂ. ଝର୍ଝରୀ) — ଅଗ୍ନି ବା ଖରାର ତେଜ — Warmth or glare of sun's rays or fire
- ପ୍ରାଦେ. (ସମ୍ବଲପୁର) ବି.—(ସଂ. ଝର୍ଝରୀ) — [ଦ୍ର—ତୁଳନା କର ସମ୍ବଲପୁରୀ—ନଏଦ୍=ନଦୀ; ରାଏତ୍= ରାତି, ଖଏନ୍=ଖଣି, ପାଏନ୍=ପାଣି।]