ଝାଉଁଳା Jhāuñḻā

  • ଦେ. ବି—(ସଂ. ଶ୍ୟାମଳ) — ନେତ୍ରରୋଗବିଶେଷ — A disease of the eye
  • ଦେ. ବି—(ସଂ. ଶ୍ୟାମଳ) — [ଦ୍ର—ଏଥିରେ ଆଖି ଉପରେ ଆଖିପତା ଘୋଡ଼ାଇ ହୋଇ ପଡ଼େ।]
  • ଦେ. ବି—(ସଂ. ଶ୍ୟାମଳ) — ଝାଉଁଳିଯିବା; ମଉଳିଯିବା — Withering
  • ଦେ. ବିଣ — ମଉଳି ଯାଇଥିବା — Withered