ଝାଙ୍କ ଛିଡ଼ିଯିବା Jhāṅka chhiṟḍ̠ j̄ibā

  • ଦେ. ବି. — ଦୁଇଜଣଙ୍କ ମଧ୍ୟରେ କଳି ବା ବାଗ୍ବି— ତଣ୍ଡାର ହପ୍ପା ଉଠି ନିବର୍ତ୍ତିବା ବା ଉଭୟେ କ୍ଳାନ୍ତ ହେବା — Being tired after a fit of quarreling
  • ଦେ. ବି. — (ଯଥା—ତାର ମୋର କଳିରେ ଝାଙ୍କ ଛିଡ଼ି ଗଲା।)