ଝାଉଁଳିବା Jhāuñḻibā

  • ଦେ. କ୍ରି (ସଂ. ଶ୍ୟାମଳ, କିମ୍ବା ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଜନ) — ବୃକ୍ଷଆଦି ଖରାରେ ବା ଶୁଖିକରି ନିସ୍ତେଜ ହେବା ବା ମଉଳିବା — To droop; To wither (said of plants)
  • ଦେ. କ୍ରି (ସଂ. ଶ୍ୟାମଳ, କିମ୍ବା ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଜନ) — ଝାଉଁଳିବା ନବ ତମାଳରମା—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଝ ଗୀତ।
  • ଦେ. କ୍ରି (ସଂ. ଶ୍ୟାମଳ, କିମ୍ବା ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଜନ) — ନିସ୍ତେଜ ହେବା — To wane; to fade; to languish
  • ଦେ. କ୍ରି (ସଂ. ଶ୍ୟାମଳ, କିମ୍ବା ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଜନ) — ବାସି ଫୁଲ ଯାଇଛି ମଉଳି, ବିଷାଦେ କି ପଡ଼ିଛି ଝାଉଁଳି। ନନ୍ଦକିଶୋର, ନିଝରିଣୀ।
  • ଦେ. କ୍ରି (ସଂ. ଶ୍ୟାମଳ, କିମ୍ବା ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଜନ) — (ମୁହଁ) ଲଜ୍ଜା ବା ଭୟରେ ଶୁଖି ଯିବା — (the face) To become pale or wan through fear or shame
  • ଦେ. କ୍ରି (ସଂ. ଶ୍ୟାମଳ, କିମ୍ବା ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଜନ) — ମୃଦୁ ଶ୍ୟାମଳ ଗୋରା, ଝାଉଁଳି ଗଲେ ପରା ହରପରଶରଜ୍ୱର ତୃଷାରେ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି (ସଂ. ଶ୍ୟାମଳ, କିମ୍ବା ସଂ. ଧ୍ମା ଧାତୁ=ଅଗ୍ନି ସଂଯୋଜନ) — ଲଜ୍ଜାରେ (ମୁଣ୍ଡ) ତଳକୁ ପୋତି ହେବା — To droop; to be crestfallen
  • ଦେ. ବିଣ. — ମଉଳି ଥିବା; ନିସ୍ତେଜ ହୋଇଥିବା — Turned pale; withered
  • ଦେ. ବିଣ. — ଖରା ଖ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଖ. ଗୀତ।