ଜୟମଙ୍ଗଳ Jaya-maṅgaḻa

  • ସଂ. ବି — ରାଜାଙ୍କ ହାତୀ; ପାଟହାତୀ — The elephant ridden by a king
  • ସଂ. ବି — ଆୟୁର୍ବେଦୋକ୍ତ ପ୍ରସିଦ୍ଧ ଜ୍ୱରନାଶକ ରସ ବା ବଟିକା — A well-known febrifuge-pill prescribed in the Hindu medical science
  • ସଂ. ବି — ହିନ୍ଦୁ ସଙ୍ଗୀତର 60 ଟି ତାଳ ମଧ୍ୟରୁ ଏକ — ହିନ୍ଦୁ ସଙ୍ଗୀତର60ଟି ତାଳ ମଧ୍ୟରୁ ଏକ— . One of the 60 musical measures in Hindu music