ଜୟପୁର Jaya-pura

  • ଦେ. ବି. (ନାମ) — ରାଜପୁତାନା ଅନ୍ତର୍ଗତ ରାଜ୍ୟବିଶେଷ — A state in Rājputānā (N.W. India)
  • ଦେ. ବି. (ନାମ) — [ଦ୍ର—ଏହି ରାଜ୍ୟ ଅମ୍ବରରାଜ ଜୟସିଂହଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଓ ଏହା ଶଙ୍ଖମର୍ମର ପ୍ରସ୍ତର ନିମିତ୍ତ ପ୍ରସିଦ୍ଧ।]
  • ଦେ. ବି. (ନାମ) — ବିଶାଖାପଟଣା ଜିଲା ଅନ୍ତର୍ଗତ ଜମିଦାରୀ—ରାଜ୍ୟବିଶେଷ (ସାଧାରଣତଃ ଏହାକୁ ଝାଡ଼ ଜୟପୁର ବୋଲାଯାଏ) — An estate in the Vizagapatam district of the Madras Presidency
  • ଦେ. ବି. (ନାମ) — [ଦ୍ର—ଏହାର ରାଜଧାନୀ ଜୟପୁର। ପ୍ରାଚୀନ କାଳରେ ଜୟପୁର ଗଡ଼ଠାରୁ 2।22 ମାଇଲ ଦୂରେର ଅବସ୍ଥିତ ନନ୍ଦପୁର ଏହାର ରାଜଧାନୀ ଥିଲା। ଜୟପୁର ମହାରାଜଙ୍କର ଗୋଟିଏ ଉପାଧି 'ନନ୍ଦପୁର ଭୂପତି' ଓ ଅପରଟି 'ଝାଡ଼ଖଣ୍ଡ ବାଦସା'। ଜୟପୁରରେ ପୂର୍ବେ ଖ୍ରୀଷ୍ଟୀୟ 6 ଷ୍ଠ ଓ 7 ମ ଶତାବ୍ଦୀରେ ଶବର ରାଜା ଥିଲେ। ବର୍ତ୍ତମାନ ଜୟପୁରର କୋଠପାତ ନାମକ ସ୍ଥାନର ଭୂଗର୍ଭରୁ ଖ୍ରୀଷ୍ଟପୂର୍ବ 4 ର୍ଥ ଶତାବ୍ଦୀର ରୋମ ସମ୍ରାଟ — [ଦ୍ର—ଏହାର ରାଜଧାନୀ ଜୟପୁର ପ୍ରାଚୀନ କାଳରେ ଜୟପୁର ଗଡ଼ଠାରୁ222ମାଇଲ ଦୂରେର ଅବସ୍ଥିତ ନନ୍ଦପୁର ଏହାର ରାଜଧାନୀ ଥିଲା ଜୟପୁର ମହାରାଜଙ୍କର ଗୋଟିଏ ଉପାଧି 'ନନ୍ଦପୁର ଭୂପତି' ଓ ଅପରଟି 'ଝାଡ଼ଖଣ୍ଡ ବାଦସା' ଜୟପୁରରେ ପୂର୍ବେ ଖ୍ରୀଷ୍ଟୀୟ6ଷ୍ଠ ଓ7ମ ଶତାବ୍ଦୀରେ ଶବର ରାଜା ଥିଲେ ବର୍ତ୍ତମାନ ଜୟପୁରର କୋଠପାତ ନାମକ ସ୍ଥାନର ଭୂଗର୍ଭରୁ ଖ୍ରୀଷ୍ଟପୂର୍ବ4ର୍ଥ ଶତାବ୍ଦୀର ରୋମ ସମ୍ରାଟAugustus Cæser(ଅଗଷ୍ଟସ କାଇଜର୍) ଓ ପୋପ୍Maximus Pimsଙ୍କ ଅମଳର ରୌପ୍ୟ ମୁଦ୍ରା ମିଳୁଅଛି ବର୍ତ୍ତମାନ ଜୟପୁର ରାଜବଂଶର ପ୍ରତିଷ୍ଠାତା ବିନାୟକ ଦେବ ନନ୍ଦପୁରର ଶେଷ ରାଜାଙ୍କର ଏକମାତ୍ର କନ୍ୟାକୁ ବିବାହ କରି1443ଖ୍ରୀଷ୍ଟାବ୍ଦରେ ନନ୍ଦପୁର ସିଂହାସନ ଆରୋହଣ କରିଥିଲେ; ତହିଁ ପୂର୍ବେ ଶିଳାବଂଶର ବତ୍ସରାଜ ନନ୍ଦପୁରର ରାଜା ଥିଲେ ଶିଳାବଂଶୋଦ୍ଭବ ମତ୍ସ୍ୟବଂଶ ସଙ୍ଗେ କଳିଙ୍ଗର ଗଙ୍ଗବଂଶର ବୈବାହିକ ସମ୍ବନ୍ଧ ଥିଲା ଜୟପୁର ରାଜ୍ୟରେ ଅନେକ ଜୈନ କୀର୍ତ୍ତି ଅଛି ଜୟପୁରର ଅଧିବାସୀ ପ୍ରଧାନ ଜାତି 'ପୋରଜା' (ସଂ. ପ୍ରଜା) ଓ଼ 'ଖାଦବା' ଓଡ଼ିଆଭାଷୀ ଜୟପୁର ପ୍ରାଚୀନ କଳିଙ୍ଗର ଗୋଟିଏ ଅଂଶ ଥିଲା]