ଜୟପାଳ Jayapāḻa

  • ସଂ. ବି — କନକା; ସୀଝୁ ଗଛ ଶ୍ରେଣୀର କ୍ଷୁଦ୍ର ବୃକ୍ଷ (ଏହା ମଞ୍ଜିରୁ ପ୍ରସିଦ୍ଧ ରେଚକ ତୈଳ ବାହାରେ) — Name of a tree; Croton; Figlium (from which croton oil; a strong purgative is extracted)
  • ସଂ. ବି — [ଦ୍ର—ଏ ଗଛ ସମୁଦ୍ର ସମତଳଠାରୁ 3000 ଫୁଟ ପର୍ଯ୍ୟନ୍ତ ଉଚ୍ଚ ସ୍ଥାନରେ ପତିତ ଭୂମିରେ ଜନ୍ମେ। ଏଗଛ ଜନ୍ମିବାର 2 ୟ ବର୍ଷରେ ଫଳ ଧରେ। ଏଥିର ଫଳ ଛୋଟ ଅଳାଇଚ ଆକାରର, ତହିଁ ମଧ୍ୟରେ ଧଳା ଶସ ଥାଏ। ଏହି ଫଳରେ ତୈଳାଂଶ ବେଶି; ଏ ଫଳ — [ଦ୍ର—ଏ ଗଛ ସମୁଦ୍ର ସମତଳଠାରୁ3000ଫୁଟ ପର୍ଯ୍ୟନ୍ତ ଉଚ୍ଚ ସ୍ଥାନରେ ପତିତ ଭୂମିରେ ଜନ୍ମେ ଏଗଛ ଜନ୍ମିବାର2ୟ ବର୍ଷରେ ଫଳ ଧରେ ଏଥିର ଫଳ ଛୋଟ ଅଳାଇଚ ଆକାରର, ତହିଁ ମଧ୍ୟରେ ଧଳା ଶସ ଥାଏ ଏହି ଫଳରେ ତୈଳାଂଶ ବେଶି; ଏ ଫଳ(Croton seed)ଖାଇଲେ ଖୁବ୍ ଝାଡ଼ା ହୁଏ ଏହି ଫଳରୁ ନିଷ୍କାସିତ ତୈଳ(Croton oil)ଦେହରେ ଲଗାଇଲେ ଫୋଟକା ହୁଏ ଏ ତୈଳ ଔଷଧରେ ବ୍ଯବହୃତ ହୁଏ ଓ ଏଥିର ପିଡ଼ିଆକୁ ଚାହା— ବଗିଚାର ମାଟିରେ ସାର ଦେଲେ ଗଛରେ ଉଇ ଓ ଅନ୍ଯ ପୋକ ଧରନ୍ତି ନାହିଁ ଛାୟା ପାଇଁ କାଫୀ(Coffee)ଗୁଳ୍ମ ନିକଟରେ ଲୋକେ ଏ ଗଛକୁ ଲଗାନ୍ତି ବୈଦ୍ଯକ ଅନୁସାରେ ଏ ବୀଜ କଟୁ— ରସ, ଉଷ୍ଣବୀର୍ଯ୍ୟ, ତୀକ୍ଷ୍ଣ, ଉଗ୍ର ବିରେଚନ, ଅଗ୍ନିବର୍ଦ୍ଧକ, ବମନବେଗ— କାରକ ଏବଂ କୃମି, କଫ, ବାୟୁ ଓ ଉଦରରୋଗର ଉପଶମ— କାରକ]
  • ସଂ. ବି — ବ୍ରହ୍ମା — Brahmā
  • ସଂ. ବି — ବିଷ୍ଣୁ — Bishṇu
  • ସଂ. ବି — ରାଜା (ହି. ଶବ୍ଦସାଗର) — King