ଜ୍ଞାତ Jn̄āta

  • ସଂ. ବିଣ (ଜ୍ଞା ଧାତୁ+କର୍ମ. ତ) — ବିଦିତ — Known; learnt
  • ସଂ. ବିଣ (ଜ୍ଞା ଧାତୁ+କର୍ମ. ତ) — ପରିଚିତ — Acquainted with; aware of
  • ସଂ. ବିଣ (ଜ୍ଞା ଧାତୁ+କର୍ମ. ତ) — ଅବଗତ; ଜଣାଇ ଦିଆ ଯାଇଥିବା — Informed
  • ସଂ. ବିଣ (ଜ୍ଞା ଧାତୁ+କର୍ମ. ତ) — କୌଣସି ବିଷୟ ଉତ୍ତମରୂପେ ଜାଣିଥିବା (ବ୍ଯକ୍ତି) — Skilled; one who knows a matter well; well versed in any matter