ଜ୍ଞାତଜୌବନା Jn̄āta j̄a̲u̲bana

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ଜ୍ଞାତ+ଯୌବନ+ଅ) — ହିନ୍ଦୁଶାସ୍ତ୍ରରେ ବର୍ଣିତ ନାୟିକାଭେଦ; ଯେଉଁ ନାୟିକା ଅପଣାର ଯୌବନ ବିଷୟ ଜାଣିଅଛି — A class of heroines in the Hindu love plots; a lady who is conscious of having attained youth
  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ଜ୍ଞାତ+ଯୌବନ+ଅ) — [ଦ୍ର—ଏ ନାୟିକା 2 ଶ୍ରେଣୀର; ନବୋଢ଼ା ଓ ବିଶ୍ରବ୍ଧନବୋଢ଼ା— ହି. ଶବ୍ଦସାଗର।] — [ଦ୍ର—ଏ ନାୟିକା2ଶ୍ରେଣୀର; ନବୋଢ଼ା ଓ ବିଶ୍ରବ୍ଧନବୋଢ଼ା— ହି. ଶବ୍ଦସାଗର]