ଜ୍ଞ Jn̄a
- ସଂ. ବିଣ. ଫୁ. (ଜ୍ଞା ଧାତୁ=ଜାଣିବା+କର୍ତ୍ତୃ. ଆ) — ଜ୍ଞାନୀ — Having extensive knowledge; wise
- ସଂ. ବିଣ. ଫୁ. (ଜ୍ଞା ଧାତୁ=ଜାଣିବା+କର୍ତ୍ତୃ. ଆ) — ମନୀଷୀ; ପଣ୍ଡିତ — Learned
- ସଂ. ବିଣ. ଫୁ. (ଜ୍ଞା ଧାତୁ=ଜାଣିବା+କର୍ତ୍ତୃ. ଆ) — [ଏହି ଶବ୍ଦର ପ୍ରାୟ ସ୍ୱତନ୍ତ୍ର ପ୍ରୟୋଗ ନାହିଁ; ଉପସର୍ଗ ବା ଉପପଦ ପରେ ଏହାର ପ୍ରୟୋଗ ହୁଏ; ଯଥା—ବିଜ୍ଞ, ସୁଜ୍ଞ, ନୀତିଜ୍ଞ, ଶାସ୍ତ୍ରଜ୍ଞ ଇତ୍ୟାଦି।]
- ସଂ. ବିଣ. ଫୁ. (ଜ୍ଞା ଧାତୁ=ଜାଣିବା+କର୍ତ୍ତୃ. ଆ) — ଦେଶକାଳଜ୍ଞ — Conversant with the country and time
- ସଂ. ବିଣ. ଫୁ. (ଜ୍ଞା ଧାତୁ=ଜାଣିବା+କର୍ତ୍ତୃ. ଆ) — ଅଭିଜ୍ଞ; ଅନୁଭବୀ — Experienced
- ସଂ. ବି — ଜ୍ଞାନୀ ବ୍ଯକ୍ତି; ପଣ୍ଡିତ — Philosopher; wise man
- ସଂ. ବି — ବ୍ରହ୍ମା — Brahmā
- ସଂ. ବି — ଚନ୍ଦ୍ର — The moon
- ସଂ. ବି — ମଙ୍ଗଳ ଗ୍ରହ — The planet mars
- ସଂ. ବି — ବୁଧ ଗ୍ରହ — The planet Mercury