ଜ୍ଞାତବ୍ୟ Jn̄ātabya

  • ସଂ. ବିଣ (ଜ୍ଞା ଧାତୁ+କର୍ମ. ତବ୍ୟ) — ଜ୍ଞେୟ; ଜାଣିବାର ଯୋଗ୍ୟ — Knowable; capable of being known; fit to be known
  • ଦେ. ବି — ଯାହା ଜାଣିବାର ବିଷୟ ବା ଯୋଗ୍ୟ — A thing worth knowing