ଜ୍ଞାତି Jn̄āti
- ସଂ. ବି. (ଜ୍ଞା ଧାତୁ+କର୍ତ୍ତୃ ବା କର୍ମ ତି) — ଦାୟାଦ; ଉତ୍ତରାଧିକାରୀ — Hair
- ସଂ. ବି. (ଜ୍ଞା ଧାତୁ+କର୍ତ୍ତୃ ବା କର୍ମ ତି) — ସ୍ୱଜନ; ସପିଣ୍ଡ; ସଗୋତ୍ର — Relative; kinsman; a collateral relation; agnate
- ସଂ. ବି. (ଜ୍ଞା ଧାତୁ+କର୍ତ୍ତୃ ବା କର୍ମ ତି) — ବାହାରୁଛନ୍ତି ଏବେ ଜ୍ଞାତିଙ୍କ ସଂହାରି। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।