ଜ୍ଞାତିତା Jn̄ātitā

  • ସଂ. ବି. (ଜ୍ଞାତି+ଭାବେ. ତା) — ଜ୍ଞାତିର ଧର୍ମ ବା ବ୍ଯବହାର; ସ୍ୱଜନତା; ସଗୋତ୍ରତା — Kinship; relationship
  • ସଂ. ବି. (ଜ୍ଞାତି+ଭାବେ. ତା) — ଜ୍ଞାତିର ଅନିଷ୍ଟ ଚେଷ୍ଟା; ଜ୍ଞାତି ପ୍ରତି ଅନିଷ୍ଟ ପ୍ରଦର୍ଶନ — Thinking or doing injury to a kinsman