ଜ୍ଞାତସିଦ୍ଧାନ୍ତ Jn̄āta-siddhānta
- ସଂ. ବିଣ. ପୁଂ (ଜ୍ଞାତ ହୋଇଅଛି ସିଦ୍ଧାନ୍ତ ଯାହାଦ୍ୱାରା— ବହୁବ୍ରୀହି) — ଶାସ୍ତ୍ରତତ୍ତ୍ୱଜ୍ଞ — Versed in the scriptures
- ସଂ. ବିଣ. ପୁଂ (ଜ୍ଞାତ ହୋଇଅଛି ସିଦ୍ଧାନ୍ତ ଯାହାଦ୍ୱାରା— ବହୁବ୍ରୀହି) — ବୈଜ୍ଞାନିକ; ବିଜ୍ଞାନବେତ୍ତା; ତାନ୍ତ୍ରିକ — Acquainted with any science