ଜ୍ଞାତିବନ୍ଧୁ Jn̄āti-bandhu
- ସଂ. ବି. (ବିପରୀତାର୍ଥକ ସହଚର ଶବ୍ଦଦ୍ୱୟ) — ରକ୍ତସମ୍ପର୍କୀୟ ଭାଇଆ ଓ ବିବାହ ସମ୍ପର୍କୀୟ ବାନ୍ଧବ; ସଗୋତ୍ର ଓ ଅସଗୋତ୍ର ଆତ୍ମୀୟ; ସଗୋତ୍ର ଓ ଅସଗୋତ୍ର ସପିଣ୍ଡ ବ୍ଯକ୍ତିଗଣ — Kinsmen (by birth) and relations (by marriage.)
- ସଂ. ବି. (ବିପରୀତାର୍ଥକ ସହଚର ଶବ୍ଦଦ୍ୱୟ) — [ଦ୍ର—ହିନ୍ଦୁ ବ୍ଯବସ୍ଥାଶାସ୍ତ୍ର (ସ୍ମୃତି) ଅନୁସାରେ ମୃତବ୍ଯକ୍ତିକୁ ଯେଉଁମାନେ ପିଣ୍ଡ ଦେଇ ତାହାର ତ୍ୟକ୍ତ ସଂମତ୍ତିରେ ଉତ୍ତରାଧିକାରୀ ହୋଇପାରିବେ ସେମାନେ ସପିଣ୍ଡ ଓ 2 ଶ୍ରେଣୀରେ ବିଭକ୍ତ ଯଥା — [ଦ୍ର—ହିନ୍ଦୁ ବ୍ଯବସ୍ଥାଶାସ୍ତ୍ର (ସ୍ମୃତି) ଅନୁସାରେ ମୃତବ୍ଯକ୍ତିକୁ ଯେଉଁମାନେ ପିଣ୍ଡ ଦେଇ ତାହାର ତ୍ୟକ୍ତ ସଂମତ୍ତିରେ ଉତ୍ତରାଧିକାରୀ ହୋଇପାରିବେ ସେମାନେ ସପିଣ୍ଡ ଓ2ଶ୍ରେଣୀରେ ବିଭକ୍ତ ଯଥା
- ସଂ. ବି. (ବିପରୀତାର୍ଥକ ସହଚର ଶବ୍ଦଦ୍ୱୟ) — ସଗୋତ୍ର—ଅର୍ଥାତ୍ ଯେଉଁମାନେ ଆପଣା ଗୋତ୍ରରେ ଜନ୍ମ ହୋଇ ଅଛନ୍ତି; ଯଥା—ପୁଅ, ନାତି, ପୁତୁରା, କକେଇ ଇତ୍ୟାଦି ଏମାନେ ଜ୍ଞାତି।
- ସଂ. ବି. (ବିପରୀତାର୍ଥକ ସହଚର ଶବ୍ଦଦ୍ୱୟ) — ଅସଗୋତ୍ର—ଅର୍ଥାତ୍ ଯେଉଁମାନେ ବିବାହ ସଂପର୍କରେ ଆପଣାର ଆତ୍ମୀୟ, ଯଥା—ଝିଅର ପୁଅ, ଝିଅର ନାତି ଇତ୍ୟାଦି, ଏମାନେ ବନ୍ଧୁ।]