ଜୃମ୍ଭକ Jṛumbhaka

  • ସଂ. ବିଣ. (ଜୃନ୍ଭ୍ ଧାତୁ+କର୍ତ୍ତୃ. ଅକ) — ଯେ ସର୍ବଦା ହାଇ ମାରେ — Gaping; yawning
  • ସଂ. ବିଣ. (ଜୃନ୍ଭ୍ ଧାତୁ+କର୍ତ୍ତୃ. ଅକ) — ନିଦ୍ରାକାରକ — Soporific; producing or causing sleep
  • ସଂ. ବିଣ. (ଜୃନ୍ଭ୍ ଧାତୁ+କର୍ତ୍ତୃ. ଅକ) — ଆଳସ୍ୟକର — Conducting to idleness
  • ବି — ଦକ୍ଷପ୍ରଜାପତିଙ୍କ କନ୍ୟାଦ୍ୱୟଙ୍କ ଗର୍ଭରେ କୃଶାଶ୍ୱ ମହର୍ଷିଙ୍କ ଔରସଜାତ ଶତପୁତ୍ର (ଏମାନେ ଅସ୍ତ୍ରରୂପରେ ରାମାୟଣରେ ବିଖ୍ୟାତ) — The hundred sons of sage Kṛuṡāṡwa born of the two daughters of Daksha, personifying weapons (mentioned in the Rāmāyaṇa)
  • ବି — [ଦ୍ର—ଏ ଅସ୍ତ୍ରମାନଙ୍କୁ ନିକ୍ଷେପ କଲେ ଶତ୍ରୁମାନେ ନିଦ୍ରାରେ ଅଚେତନ ହୁଅନ୍ତି।]