ଜୃମ୍ଭିକା Jṛumbhikā
- ସଂ. ବି. ସ୍ତ୍ରୀ. (ଜୃମ୍ଭ.+ସ୍ୱାର୍ଥେ କ+ସ୍ତ୍ରୀ. ଆ) — ହାଇ — A yawn
- ସଂ. ବି. ସ୍ତ୍ରୀ. (ଜୃମ୍ଭ.+ସ୍ୱାର୍ଥେ କ+ସ୍ତ୍ରୀ. ଆ) — ଆଳସ୍ୟ — Idleness
- ସଂ. ବି. ସ୍ତ୍ରୀ. (ଜୃମ୍ଭ.+ସ୍ୱାର୍ଥେ କ+ସ୍ତ୍ରୀ. ଆ) — ରୋଗବିଶେଷ — Name of a disease
- ସଂ. ବି. ସ୍ତ୍ରୀ. (ଜୃମ୍ଭ.+ସ୍ୱାର୍ଥେ କ+ସ୍ତ୍ରୀ. ଆ) — [ଦ୍ର—ଏ ରୋଗରେ ରୋଗୀ ଅଳସ ହୁଏ ଓ ଘନଘନ ହାଇ ମାରେ; ନିଦ୍ରାକୁ ଅବରୋଧ କରିବାରୁ ଏ ରୋଗ ଜନ୍ମେ— ହି. ଶବ୍ଦସାଗର।]