ଜୃମ୍ଭମାଣ Jṛumbha-māṇa

  • ସଂ. ବିଣ. ପୁଂ. (ଜୃନ୍ଭ୍ ଧାତୁ+କର୍ତ୍ତୃ. ଆନ) — ଯେ ହାଇ ମାରୁଅଛି — Yawning
  • ସଂ. ବିଣ. ପୁଂ. (ଜୃନ୍ଭ୍ ଧାତୁ+କର୍ତ୍ତୃ. ଆନ) — ପ୍ରକାଶମାନ — Manifest
  • ସଂ. ବିଣ. ପୁଂ. (ଜୃନ୍ଭ୍ ଧାତୁ+କର୍ତ୍ତୃ. ଆନ) — ଯେ ପାଟି ମେଲା କରିଅଛି; ଆଁ କରିଥିବା — Gaping