ଜୁଡ଼୍ଖର୍ Juṟḍ̠-khar

  • ପ୍ରାଦେ. (ସମ୍ବଲପୁର)—ବି. (ବିପରୀତାର୍ଥ ସହଚର; ସଂ. ଜଡ଼ +ଖର) — ଶରଦି ଗରମି ରୋଗ — Apoplexy
  • ବିଣ. — ଶରଦ ଓ ଗରମ — Cool and warm
  • ବିଣ. — ନରମ ଓ ଶକ୍ତି — Soft and hard