ଜୁତ Juta
- ଦେ. ବି. (ସଂ. ଦ୍ୟୁତ; ପ୍ରା. ଜୁତ) — ଜୁଆ ଖେଳ — Gambling
- ଦେ. ବି. (ସଂ. ଦ୍ୟୁତ; ପ୍ରା. ଜୁତ) — (ସଂ. ଯୁତ୍ର ବା ଯୋକ୍ତ୍ର ପ୍ରା. ଜୋତ୍ତ)— ଶଗଡ଼ ବା ଲଙ୍ଗଲକୁ ଯୁଆଳି ମଝିରେ ବାନ୍ଧିବାପାଇଁ ବ୍ଯବହୃତ ରଜ୍ଜୁ; ଜୋତ; ଯୁଗବନ୍ଧନ ରଜ୍ଜୁ — Rope for tying the shaft of the cart or plough to the middle of the yoke