ଜୁଣ Juṇa

  • ଦେ. ବି. (ସଂ. ଯୋଜନ) — ଚାରିକୋଶ; ଯୋଜନ — Distance of 4 kros or 8 miles
  • ଦେ. ବି. (ସଂ. ଯୋଜନ) — (ସଂ. ଜୂର୍ଣ୍ଣ)—ଘର ଛୁଆଣି କରିବା ଓ ମୁନ୍ଦୁରା ବୁଣିବା ନିମନ୍ତେ ବ୍ଯବହୃତ ତୃଣବିଶେଷ; ଖରି — A kind of rush; a reed used for thatching and matting; Saccharum Fuscum