ଜୁଡ଼ିସିଅଲ୍ Juḍisial

  • ବୈଦେ. ବିଣ. (ଇଂ) — ବିଚାରବିଭାଗୀୟ; ନ୍ଯାୟ— ବିଚାର ସମ୍ବନ୍ଧୀୟ — Judicial
  • ବୈଦେ. ବିଣ. (ଇଂ) — (ଯଥା—ମଧ୍ୟପ୍ରଦେଶ ବା ଅଯୋଧ୍ୟା ବା ସିନ୍ଧ ପ୍ରଦେଶର ଜୁଡ଼ିସିଅଲ୍ କମିସନର୍ — Judicial Commisioner.)