ଜୀବିବା Jībibā

  • ଦେ. କ୍ରି. (ପଦ୍ଯ) — ଜୀଇଁବା; ବଞ୍ଚିବା — To live
  • ଦେ. କ୍ରି. (ପଦ୍ଯ) — ଯୋଗ ଅଭ୍ୟାସେ ଯୋଗିଜନେ ଦୀଘେ ଜୀବନ୍ତି ଯୋଗ ଧ୍ୟାନେ। ଜଗନ୍ନାଥ, ଭାଗବତ।