ଜୀବିତେଶ Jībiteṡa

  • ସଂ. ବି. ( 6 ଷ୍ଠୀ ତତ୍; ଜୀବିତ+ଈଶ) — ଜୀବର ପ୍ରଭୁ; ପ୍ରାଣର ଈଶ୍ୱର ବା ମାଲିକ — The Lord of one's life
  • ସଂ. ବି. ( 6 ଷ୍ଠୀ ତତ୍; ଜୀବିତ+ଈଶ) — ଜଗଦୀଶ୍ୱର; ଈଶ୍ୱର; ପରମେଶ୍ୱର — God; the Lord of the universe
  • ସଂ. ବି. ( 6 ଷ୍ଠୀ ତତ୍; ଜୀବିତ+ଈଶ) — ପ୍ରାଣେଶ୍ୱର; ସ୍ୱାମୀ — Husband
  • ସଂ. ବି. ( 6 ଷ୍ଠୀ ତତ୍; ଜୀବିତ+ଈଶ) — ପ୍ରିୟତମ ବ୍ଯକ୍ତି — One's dearest person