ଜୀବେଶ୍ୱର Jībeṡwara

  • ସଂ. ବି. — ଜୀବେଶ (ଦେଖ) — Jībeṡa (See)
  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଜୀବ+ଈଶ୍ୱରୀ) — ପ୍ରାଣପ୍ରିୟା ସ୍ତ୍ରୀ — One's beloved or dearest woman
  • ସଂ. ବି. ସ୍ତ୍ରୀ. ( 6 ଷ୍ଠୀ ତତ୍; ଜୀବ+ଈଶ୍ୱରୀ) — ଋଣୀ ହୋଇଥିଲି ମୁଁ ଜୀବେଶ୍ୱରୀଠାରେ କରିଥିଲାଇଁ ନିୟମ। ଭଞ୍ଜ, ପ୍ରେମସୁଧାନିଧି।