ଜିଣାଇବା Jiṇāibā

  • ଦେ. କ୍ରି (ସଂ. ଜି. ଧାତୁ; ଜିଣିବା କ୍ରିୟାର ଣିଜନ୍ତ ରୂପ) — କୌଣସି ବ୍ଯକ୍ତିକୁ ଜୟୀ କରାଇବା — To cause a person to gain victory
  • ଦେ. କ୍ରି (ସଂ. ଜି. ଧାତୁ; ଜିଣିବା କ୍ରିୟାର ଣିଜନ୍ତ ରୂପ) — କୌଣସି ବ୍ଯକ୍ତିକୁ ଜୟୀ ହେବାର ଉପାୟ ବା ସୁବିଧା କରିଦେବା — To put a person in the way of conquering