ଜିଣ Jiṇa

  • ଦେ. ବି. (ସଂ. ଜି ଧାତୁ; ପ୍ରା. ଜିଣ ଧାତୁ=ଜୟ କରିବା; ସଂ. ଜିତି) — ଜୟଲାଭ — Victory
  • ଦେ. ବି. (ସଂ. ଜି ଧାତୁ; ପ୍ରା. ଜିଣ ଧାତୁ=ଜୟ କରିବା; ସଂ. ଜିତି) — (ଯଥା—ବୀର ପୁରୁଷର ଜୀବନରେ ହାର ଜିଣ ସଦା— ସର୍ବଦା ଲାଗି ରହିଛି।)