ଜିଣା Jiṇā
- ଦେ. ବି. (ଜି. ଧାତୁ; ପ୍ରା. ଜିଣ ଧାତୁ) — ଯୁଦ୍ଧରେ ଜୟ — Victory
- ଦେ. ବି. (ଜି. ଧାତୁ; ପ୍ରା. ଜିଣ ଧାତୁ) — ଖେଳରେ ଜୟଲାଭ — Winning in a game
- ଦେ. ବି. (ଜି. ଧାତୁ; ପ୍ରା. ଜିଣ ଧାତୁ) — ଜୟଲାଭ ଫଳରେ କୌଣସି ବସ୍ତୁର ପ୍ରାପ୍ତି — Aquisition of a thing by conquest
- ଦେ. ବିଣ — ଜୟକାରୀ; ଜୟୀ — Victorious; winning
- ଦେ. ବିଣ — ଆହାଲାଦି ଗୁଣରେ ଚନ୍ଦ୍ରଙ୍କୁ ସେ ଜିଣା। କୃଷ୍ଣସିଂହ, ମହାଭାରତ, ବନ।
- ଦେ. ବିଣ — ଜୟଲବ୍ଧ; ଯେଉଁ ପଦାର୍ଥକୁ ଅନ୍ୟଠାରୁ ଜୟ କରି ଅଣାଯାଇ ଥାଏ — Got as a result of conquest
- ଦେ. ବିଣ — ଜିତ; ଯାହାକୁ ଜୟ କରାଯାଇ ଥାଏ — Won; conquered
- ଦେ. ବିଣ — ପରାଜିତ — Vanquished
- ଦେ. ବିଣ — ଶ୍ରେଷ୍ଠ — Chief; prominent
- ଦେ. ବିଣ — ବ୍ରହ୍ମା ସୂତ ନାରଦ ଋଷିଙ୍କରେ ଜିଣା। କୃଷ୍ଣସିଂହ, ମହାଭାରତ, ବନ।